୩୬ ହଜାର ପରୀକ୍ଷାର୍ଥୀ ଦେଲେ ଜେଇଇ ମେନ୍‌ ଅଫ୍‌ ଲାଇନ୍‌

ଏପ୍ରିଲ ୩୦ରେ ପରୀକ୍ଷା ଫଳ ଭୁବନେଶ୍ୱର : ଶାନ୍ତିଶୃଙ୍ଖଳାର ସହ ଆଜି ଦୁଇଟି ସିଟିଂରେ ଶେଷ ହୋଇଛି ଜେଇଇ ମେନ୍‌ ଅଫ୍‌ଲାଇନ୍‌ ପରୀକ୍ଷା। ଭୁବନେଶ୍ୱର ସମେତ ବାଲେଶ୍ୱର, ବ୍ରହ୍ମପୁର, କଟକ, ରାଉରକେଲା ଓ ସମ୍ବଲପୁର ସହରର ୮୨ଟି କେନ୍ଦ୍ରରେ ପ୍ରାୟ ୩୬ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଜେଇଇ ମେନ୍‌ ପାଇଁ ୪୪,୪୮୮ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଅଫ୍‌ଲାଇନ୍‌(ପେନ୍‌ ଆଣ୍ଡ ପେପର୍‌)ରେ ୩୬,୪୯୯ ଛାତ୍ରଛାତ୍ରୀ … Continue reading ୩୬ ହଜାର ପରୀକ୍ଷାର୍ଥୀ ଦେଲେ ଜେଇଇ ମେନ୍‌ ଅଫ୍‌ ଲାଇନ୍‌